ହେଡଲାଇନସ୍:

ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ : ପୁଣି ଆଉ ଦୁଇ  କରୋନା ରୋଗୀ, ଜଣକର କାଲି ହୋଇଛି ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) | ଗତକାଲି କେନ୍ଦ୍ରାପଡାରେ ୪୦ ତମ କରୋନା ରୋଗୀ ଚିହ୍ନଟ  ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ଆଉ ଦୁଇଜଣ  କରୋନା ପଜିଟିଭ | ଜଣେ ଭୁବନେଶ୍ୱର ମଧୁସୂଦନ ନଗର ଅଂଚଳର ଓ ତାଙ୍କ ବୟସ ୪୫ ବର୍ଷ | ତାଙ୍କ ବିଷୟରେ ଅଧିକ ସବିଶେଷ ତଥ୍ୟ ମିଳିନାହିଁ | ଅନ୍ୟଜଣେ ଝାରପଡା  ଅଂଚଳର | ତାଙ୍କ ବୟସ ୭୨ ବର୍ଷ | ସେ ଏପ୍ରିଲ ୪ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ଚିକିତ୍ସା ପାଇଁ | ତାଙ୍କର ହାଇପର ଟେନ୍ସନ ସମସ୍ୟା ପୂର୍ବରୁ ଥିଲା |  ସେ  ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି | ସେ ୬ ତାରିଖରେ ମୃତ୍ୟୁ ବାରଣ କରିଥିଲେ | ତାଙ୍କର ଟେଷ୍ଟିଙ୍ଗ ହୋଇଥିବା ବେଳେ କରୋନା ପଜିଟିଭ ବାହାରିଥିଲା | ସରକାରଙ୍କ ପକ୍ଷରୁ ଆବଶ୍ୟକ କଣେଟେନମେଣ୍ଟ ଜାରି ରହିଛି | 

H & FW Dept Odisha

@HFWOdisha

One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He was tested positive for COVID-19. 

Contact tracing and containment is ongoing.

One more Covid 19 positive case in Bhubaneswar. Male, 45 years, Madhusudan Nagar, Unit IV

 

0
0
0
s2sdefault