ହେଡଲାଇନସ୍:

ଶ୍ରୀରାମଙ୍କ ପଦ ସ୍ପର୍ଶରେ ଶାପମୁକ୍ତ ହେଲେ ପାଷାଣୀ ଅହଲ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୩ୟ ସନ୍ଧ୍ୟା

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଶନିବାର କାମଦା ଏକାଦଶୀ ତିଥିର ସ୍ୱତନ୍ତ୍ର ନୀତି ସହିତ ପ୍ରଭୁ ଶ୍ରୀରଘୁନାଥଙ୍କ ଅହଲ୍ୟା ଉଦ୍ଧାରଣ ବେଶରେ ସଜ୍ଜିତ ହୋଇଥିଲେ । ପ୍ରଶାସନ ତରଫରୁ ସର୍ବସାଧାରଣ ଦର୍ଶନ ବାରଣ ହୋଇଥିଲା । ଗୈାତମ ଋଷିଙ୍କ ଦ୍ୱାରା ଅଭିଶାପ ପାଇ ଯୁଗଯୁଗରୁ ପଡିରହିଥିବା ପାଷାଣୀ ଅହଲ୍ୟାଙ୍କୁ ପ୍ରଭୁ ଶ୍ରୀରାମ ପଦସ୍ପର୍ଷରେ ସାପମୁକ୍ତ କରିଥିଲେ । କେବଳ ରାବଣ କୈବର୍ତ, ଶବରୀ ନୁହେଁ ଏମାନନଙ୍କ ଭଳି ଅନେକଙ୍କୁ ଉଦ୍ଧାର କରିବା ପାଇଁ ତ୍ରେତୟା ଯୁଗରେ ସ୍ୱୟଂ ଭଗବାନ ଶ୍ରୀରାମଙ୍କ ଅବତାରରେ ମର୍ତ୍ତ୍ୟରେ ଜନ୍ମ ନେବାକୁ ହୋଇଥିଲା ।

 

0
0
0
s2sdefault