ହେଡଲାଇନସ୍:

ଅସହାୟ ଲୋକଙ୍କ ମୁହଁରେ ଆହାର ଯୋଗାଉଛନ୍ତି  ସମାଜ ସେବୀ ଯୁବକ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର: (ନିରୋଜ ମିଶ୍ର) ଲକ୍ ଡାଉନ ସମୟରେ ଗରିବ ତଥା ନିସହାୟ ଲୋକଙ୍କ ଅସୁବିଧାକୁ ଦେଖି ଭୋକିଲା ପେଟର ଭୋକ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ବଲାଙ୍ଗିର ର କେତେକ ସମାଜ ସେବୀ ଯୁବକ | ସରକାରୀ ହସପିଟାଲ ଓ ରେଲୱେ ଷ୍ଟେସନରେ ରହୁଥିବା ନିହାତି  ଗରିବ ଓ ନିସହାୟ ଲୋକଙ୍କୁ  ଯୋଗାଇଥାନ୍ତି ଖାଦ୍ୟ |  300 ରୁ 400 ଜଣ ଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥାଏ  | ଏହି ଯୁବକ ମାନଙ୍କ ମଧ୍ୟରେ ସଞ୍ଜୀବ,ସାମୁ, ଦେବବ୍ରତ, ମୁନ୍ ମୁନ୍ ସୁଦାମ, ବାବୁଲୁ ଓ ସୁରେଶ କମ୍ପ |

 

0
0
0
s2sdefault