ଖୁସି ଖବର : ସମ୍ପୁର୍ଣ ସୁସ୍ଥ ହେଲେ ଦ୍ଵିତୀୟ କରୋନା ରୋଗୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :- ଖୁସିର ଖବର । ଆମ ରାଜ୍ୟର ଦ୍ଵିତୀୟ କୋରୋନା ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ  । ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ଓ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

0
0
0
s2sdefault