ହେଡଲାଇନସ୍:

ସ୍କୁଲ ରେ ଦୁର୍ବୁତ ଲଗାଇଲେ ନିଆଁ : ଳୁଟିନେଲେ 1 ଲକ୍ଷ ଟଙ୍କାର ଜିନିଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋୖଦ୍ଧ(ଶାସକପ୍ରଶାସକ):ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷl କେନ୍ଦ୍ର ରେ କେତେକ ଦୁର୍ବୁତ ତାଲା ଭାଙ୍ଗି ସ୍କୁଲ ଭିତରେ ନିଆଁ ଲଗାଇ ଳୁଟିନେଲେ ଲକ୍ଷlଧିକ ଟଙ୍କାର ସମ୍ପତି । ସୁଚନା ମୁତାବକ ସ୍କୁଲ ରେ ଥିବା 5 ଶହ ଖଣ୍ଡ ପାଠ୍ୟ ପୁସ୍ତକ , ଅଫିସ ଜରୁରୀ କାଗଜପତ୍ର ସମେତ ପିଲାଙ୍କ ବିଭିନ୍ନ ପାଠ୍ୟ ଉପକରଣ ସବୁ ଜଳି ପୋଡି ନଷ୍ଟ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କାର ହେବ ବୋଲି କୁହାଯାଇଛି । ତେବେ ନିଆଁ ଲଗାଇବା ପାରେ ପ୍ରାୟ 1 ଲକ୍ଷ ଟଙ୍କାର ଜିନିଷ ଲୁଟି ନେଇଥିବା ଜଣାପଡିଛି । ତେବେ କିଏ ଏବଂ କାହିଁକି ଏଭଳି କଲା କାରଣ ଅସ୍ପଷ୍ଟ । ତେବେ ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ ପଂହଚି ଘଟଣା ର ଛାନଭିନ୍ କରୁଛି ।

0
0
0
s2sdefault