ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର | ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ୧୦ ପ୍ରତିଶତ ଏରିଆର ବା ବାକିଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | ସେହିପରି ମହାଙ୍ଗା ଭତ୍ତା ମଧ୍ୟ ୫ ପ୍ରତିଶତ ବୃଦ୍ଧି ହୋଇଛି | ଏହା ଜାନୁୟାରୀ ପହିଲା ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ |
ରାଜ୍ୟ
ନବୀନ ଖୋଲିଲେ ପେଡି : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର
- Hits: 3513