ହେଡଲାଇନସ୍:

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ କୁଷ୍ଠ ରୋଗ ନିରାକରଣ ପକ୍ଷ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,କୁରାଳ, (ଶାସକ ପ୍ରଶାସକ) : ଓଡ଼ଗାଁ ବ୍ଳକର କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ କୁଷ୍ଠରୋଗ  ନିବାରଣ ପକ୍ଷ ପାଳିତ ହୋଇଯାଇଛି । ଲେପ୍ରା ସୋସାଇଟି ଭବନେଶ୍ୱର ତରଫରୁ ନୟାଗଡ଼ ଜାଗୃତି ପ୍ରକଳ୍ପର ସଞ୍ଜୋଜକ ପ୍ରଲ୍ଲାଦ ମଙ୍ଗରାଜ ଓ ତାମସୀ ପଟ୍ଟନାୟକଙ୍କ ସହଯୋଗରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବି ମାନଙ୍କୁ ନେଇ ଆୟୋଜିତ ସଚେତନତା ଧର୍ମି ସଭାରେ କୁଷ୍ଠରୋଗ ଏହାର ନିରାକରଣରେ ଛାତ୍ରର ଭୁମିକା ସିର୍ଶକ ଆଲୋଚନା ହୋଇଥିଲା । ଦେଶକୁ କୁଷ୍ଠରୋଗ ମୁକ୍ତ କରିବା ପାଇଁ ଅଂଶଗ୍ରହଣ କାରୀମାନେ ସପଥ କରିଥିଲେ । ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ସଭାକୁ ଜତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ ।    

 

0
0
0
s2sdefault