ହେଡଲାଇନସ୍:

 ଏସଏମସିର  କମିଶନର ଭାବେ ଯୋଗଦେଲେ ଯୁଗଲେଶ୍ଵରୀ ଦାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ମହାନଗର ନିଗମ(ଏସଏମସି)ର କମିଶନର ଭାବେ ଯୁଗଲେଶ୍ଵରୀ ଦାଶ ସୋମବାର ଦାୟିତ୍ୱ ଗ୍ରହଣ  କରିଛନ୍ତି l ମହାନଗର ନିଗମ ଦାୟିତ୍ୱରେ ଥିବା ଲିଙ୍ଗରାଜ ପଣ୍ଡାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା l  ସୋମବାର ଦାୟିତ୍ୱ ଗ୍ରହଣ ପରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ କାର୍ଯ୍ୟଶୈଳୀ ନେଇ ଆଲୋଚନା ମଧ୍ୟ କରିଛନ୍ତି l

0
0
0
s2sdefault