ହେଡଲାଇନସ୍:

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀରର ଝିଅ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼ରୁ ସଚିନ ସାହୁ : ବଲାଙ୍ଗୀର ଜିଲ୍ଲା ସଇତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତ୍ତମା ନନ୍ଦଙ୍କ ଝିଅ ଅର୍ପିତା ନନ୍ଦ (୧୭) ଚଳିତ ବର୍ଷ ମିସ୍‌ ଇଣ୍ତିଆ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

 

0
0
0
s2sdefault