ହେଡଲାଇନସ୍:

ଟ୍ରାକ୍ଟର ରେ ଲାଗିଲା ନିଆଁ (see video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା /ପ୍ରତାପ ମେହେର :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସମ୍ପୋଚ ର ନିରାକାର ସେଠୀଙ୍କ ଟ୍ରାକ୍ଟର ରେ ଧାନ ଫସଲ ଅମଳ କରୁଥିବା ସମୟରେ ଟ୍ରାକ୍ଟର ଗରମ ହୋଇ ଲାଗିଲା ନିଆଁ । ସମସ୍ତ ଧାନ ଜଳିପଡିବା ସହିତ ଟ୍ରାକ୍ଟର ମଧ୍ୟ ଜଳିଗଲା । ଅଳ୍ପକେ ଡ୍ରାଇଭର ଜୀବନ ଭୟରେ ଗାଡି ଛାଡ଼ି ପଳେଇ ଆସିଲେ । ଟ୍ରାକ୍ଟର ସହିତ ସମସ୍ତ ଧାନ ପଡି ନଷ୍ଟ ହେଇଥିବା ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ।

0
0
0
s2sdefault