ହେଡଲାଇନସ୍:

ମଦ କାରବାର ଅଭିଯୋଗରେ ୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ରେ ବେଆଇନ ମଦ କାରବାର ଅଭିଯୋଗ ରେ ଚାରମାଳ ଥାନା ପୋଲିସ ମଙ୍ଗଳବାର ୨ ଜଣ ଙ୍କୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ପଞ୍ଚାୟତ ବାରବାଙ୍କ ଗ୍ରାମର ମୁକେଶ ପ୍ରଧାନ (୩୯) ଓ ଗ୍ରାମର ବାବୁଲି ସାହୁ (୬୦) I ଏ ସଂକ୍ରାନ୍ତରେ ଚାରମାଳ ଥାନା ରେ  ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି I ଅଭିଯୁକ୍ତ ମାନେ ଚୋରା ବେପାର କରିବା ପାଇଁ ପାଉଚ ମଦ ନେଇ ଯାଉଥିବା ବେଳେ ପୋଲିସ ଚଢାଉ କରି ଉଭୟଙ୍କ ପାଖରୁ ୫୫ଟି ମହୁଲି ପାଉଚ ମଦ ଜବତ କରିଥିଲେ I

0
0
0
s2sdefault