ହେଡଲାଇନସ୍:

କିଷାନ ସଂଘ ସଭାପତିଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା /ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା କିଷାନ  ସଂଘ ସଭାପତି ତଥା ପୂର୍ବତନ ପୋଲିସ ଅଫିସର ପ୍ରମୋଦ ଦେହୁରୀଙ୍କ ଆଜି ମୃତ୍ୟୁ ହେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହେଇଥିଲା । ସବୁବେଳେ ସମାଜ ପାଇଁ ବୌଦ୍ଧ ଜିଲ୍ଲା ପାଇଁ କାମ କରନ୍ତି । ତାଙ୍କର ମୃତ୍ୟୁ ରେ ବୌଦ୍ଧ ରେ ଶୋକର ଛାୟା ଖେଳି ଯାଇଛି ।

0
0
0
s2sdefault