ହେଡଲାଇନସ୍:

କୁଚିଣ୍ଡା ବିଜେଡି ତରଫରୁ ବିଜେଡି ପ୍ରତିଷ୍ଠା ଦିବସ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୁଚିଣ୍ଡା(ଶାନ୍ତନୁ ବେହେରା): ଆଜି କୁଚିଣ୍ଡା ନ୍ୟୁ କଲ୍ୟାଣ ମଣ୍ଡପ ଠାରେ କୁଚିଣ୍ଡା ବିଜେଡି ତରଫରୁ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଓ ଅନ୍ୟ ଅତିଥି ମାନେ ମଞ୍ଚାସିନ ଥିଲେ |

0
0
0
s2sdefault