ହେଡଲାଇନସ୍:

ଅଷ୍ଟମ ଓପନ ଡ଼ବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ସହରସ୍ଥିତ କଳାମନ୍ଦିର ୟୁଥ କ୍ଳବ ଆନୁକୂଲ୍ୟରେ ରିକ୍ରିୟେସନ ସେଣ୍ଟର ଠାରେ ଦ୍ବିଦିବସୀୟ ଅଷ୍ଟମ ଓପନ ଡ଼ବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିବାନ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଚନ୍ଦନ ବଂଶଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୨ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି ବୋଲି ସଭାପତି ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ପ୍ରିୟରଞ୍ଜନ ଭୋଇ,ଶିବ ସିଂ,ସମୀର ସାହୁ, ସରୋଜ ମିଶ୍ର, ସୁବାସ ପାତ୍ର,ପ୍ରିତେଶ ବହିଦାର, ବାଲଗୋପାଳ ପାଣିଗ୍ରାହୀ, ସରଲସିହ୍ନା,ଆଲୋକ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault