- Hits: 619
ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଲଗାଉଛନ୍ତି ଅରୁଣ ସିଂ, ମହାନଦୀ ପ୍ରସଙ୍ଗରେ ବିଜେପି ସାଜିଛି ଓଡିଶା ବିରୋଧୀ
ବିଜେପିର ଜୁମଲା ବା ପ୍ରବଞ୍ଚନାକୁ ହାଡ଼େ ହାଡ଼େ ଚିହ୍ନିଗଲେଣି ଓଡ଼ିଶାବାସୀ : ବିଜୟ ଭୁବନେଶ୍ୱର ଚକ୍ରଧର ମାଝି : ବିଜେପି ସରକାରକୁ ଆସିଲେ ମହାନଦୀ ସମସ୍ୟା ୬ମାସରେ ସମଧାନ ହୋଇଯିବ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହ ଯେଉଁ ଦୃଢେ଼ାକ୍ତି...