- Hits: 367
ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ସଠିକ ତଥ୍ୟ ଓ ସତ୍ୟ ପ୍ରଦାନ କରନ୍ତୁ :ପୃଥ୍ୱୀରାଜ
ଭୁବନେଶ୍ୱର : ମହାନଦୀକୁ ନେଇ ଶାସକ ବିଜୁ ଜନତା ଦଳ ପ୍ରଥମ ଦିନରୁ ରାଜନୀତି କରୁଛି । ନିଜର ଅପାରଗତା କାରଣରୁ ସୃଷ୍ଟି ହୋଇଥିବା ଏହି ସମସ୍ୟାର ସମାଧାନ ପାଇଁ କୈାଣସି ଆନ୍ତରିକତା ମଧ୍ୟ ପ୍ରଦର୍ଶନ କରୁ ନାହାନ୍ତି । ନିଜ ଦୋଷ ଦୁର୍ବଳତାକୁ...