ହେଡଲାଇନସ୍:

ଯୋଗେଶ ଆଶ୍ୱସ୍ତ, ନରସିଂହ ନିରାପଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
ସୁପ୍ରିମକୋର୍ଟ ଲଗାଇଲେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ

 

 କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ନିର୍ବାଚନକୁ ମାନ୍ୟବର ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ କିଛି ଗଣମାଧ୍ୟମ ସେତେବେଳେ ବହୁତ ଆଗକୁ ଅନୁମାନ କରି ଏହି ନିଷ୍ପତ୍ତିକୁ ସର୍ବଶେଷ ନିଷ୍ପତ୍ତି ଭାବେ ଦର୍ଶାଇ ଲେଖିଲେ ଆଉ ଘନ ଘନ ବଜାଇଲେ ଯେ ଯୋଗେଶ ଅଯୋଗ୍ୟ ଘୋଷିତ, କଂଗ୍ରେସକୁ ଝଟକା, ପ୍ରସାଦଙ୍କ ଉପରେ ଚାପ ବଢ଼ିଲା, ନରସିଂହଙ୍କ ହରାଇବେ ନିଜ ବିରୋଧୀ ଦଳ ନେତା ପଦ ...ଇତ୍ୟାଦି ଇତ୍ୟାଦି ! ସତେ ଯେମିତି ହାଇକୋର୍ଟଙ୍କ ଜଜମେଣ୍ଟ ଚୂଡାନ୍ତ !!! ଆଉ ତାଙ୍କ ପରେ ଉପରେ କିଛି ନାହିଁ !! ହେଲେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ସଭ୍ୟପଦାକୁ କାଏମ ରଖିଛନ୍ତି | ଆଉ ଭିଧାୟକ ଭାବେ ସେ ବିଧାନସଭାର ଆଗାମୀ ସତ୍ରରେ ସେ ବିଧାୟକ ଭାବେ ଫଳରେ ଶ୍ରୀ ସିଂହ ବିଧାୟକ ଭାବେ ବିଧାନସଭାର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ। ଏଠାରେ ମାନେ ପକାଇ ଦେବୁ କି  ଭୁଲ ଜାତିଗତ ପ୍ରମାଣ ପତ୍ର ଜରିଆରେ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ଟିିକେଟରେ ନିର୍ବାଚନ ଲଢ଼ି ଯୋଗେଶ ସିଂହ ବିଜୟୀ ହୋଇଛନ୍ତି ବୋଲି ଅଭିଯୋଗ କରି  ସହଦେବ ଖାଖା ଓ ଅଜୟ ପଟେଲ  ନାମକ ଦୁଇ ବ୍ୟକ୍ତି ଓଡ଼ିଶା ହାଇକୋର୍ଟରେ ତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କରିଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ ବିକେ ନାୟକଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ  ଶ୍ରୀ ସିଂହଙ୍କ ସଭ୍ୟପଦକୁ ରଦ୍ଦ କରିଥିଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ  ବିଧାୟକ ଶ୍ରୀ ସିଂହ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ। ଶ୍ରୀ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିିମ କୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଚାହିଁଥିଲେ। ମାତ୍ର ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ କେ ସିକ୍ରିି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସିବଳଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ ଏହି ମାମଲାର ଶୁଣାଣି ଜରୁରିି । ତେଣୁ ଶ୍ରୀ ସିଂହଙ୍କୁ ସାମୟିକ ଆଶ୍ୱସ୍ତି ଦେଇ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ଶ୍ରୀ ସିଂହଙ୍କ ବିଧାୟକ ପଦବିକୁ କାଏମ ରଖିଛନ୍ତି। ଏତଦ୍‌ବ୍ୟତୀତ ମାମଲାର ପ୍ରତିପକ୍ଷ ସହଦେବ ଖାଖା ଓ ଅଜୟ ପଟେଲଙ୍କୁ  ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ ଜାରିକରିଛନ୍ତି ! 
Bhubaneswar: Coming as a big relief for Odisha Congress, the Supreme Court today issued stay order on the Orissa High Court’s decision to dismiss its  MLA Jogesh Singh from the Sundargarh Assembly Constituency.With the SC’s stay order, Jogesh Singh will continue as the MLA of Sundergarh. Former Union Minister and senior lawyer Kapil Sibal and Pitambar Acharya presented the case on behalf of Jogesh Singh.“Since the High Court had cancelled the election of Jogesh Singh as Sundergarh MLA citing unavailability of evidence in support of his scheduled tribe (ST) caste status, a bench comprising Justice AK Sikri and Ashok Bhusan of the Supreme Court stated the judgment as unlawful and issued a stay order,” Jogesh’s counsel Pitambar Acharya said.Singh’s MLA post was declared null and void by the High Court on January 30 on grounds of filing fake caste certificate during nomination for the 2014 Assembly Elections.BJP candidate Sahadev Khakha, who lost to Singh in the 2014 general elections, and another voter Ajay Patel in two separate petitions had alleged that Singh submitted false and fabricated caste certificate categorising himself as belonging to the ‘Bhuyan’ tribe.
0
0
0
s2sdefault