ହେଡଲାଇନସ୍:

ରାଜୀବ ଛାତ୍ର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର/ଚକ୍ରଧର ମାଝି:ଛାତ୍ର କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ରାଜୀବ ପଟ୍ଟନାୟକଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।  ଅଖିଳ ଭାରତ କଂଗ୍ରେସ କମିଟିର ଉପ ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଶ୍ରୀ ପଟ୍ଟନାୟକଂକୁ ଏହି ନୂତନ ନିଯୁକ୍ତି ମିଳିଛି । ଏହି ନୂତନ ନିଯୁକ୍ତି ପୂର୍ବରୁ ସେ ଦୀର୍ଘ ୩ ବର୍ଷ ଧରି ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ଭାବରେ  ସୂଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ଏଥିପାଇଁ ସେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଛାତ୍ର କଂଗ୍ରେସର ଜାତୀୟ ସଭାପତି ଫିରୋଜ ଖାନ ଏବଂ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ ଜେନାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

0
0
0
s2sdefault