ହେଡଲାଇନସ୍:

ପ୍ରାଚିନ ବୌଦ୍ଧ ପୀଠରେ ବୁଦ୍ଧ ଜୟନ୍ତୀ ମହୋତ୍ସବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) - ଚତୁର୍ଥ ଶତାଦ୍ଦୀ ପ୍ରାଚିନ ମୁଚଳିନ୍ଦ ବୌଦ୍ଧ ବିହାର ରେ ବୌଦ୍ଧପୁର୍ଣ୍ଣିମାଁ ପାଳିତ ହୋଇଯାଇଛି। ଶନିବାର ବୌଦ୍ଧ ପୁର୍ଣ୍ଣିମା ଉପଲକ୍ଷେ ପଶ୍ଚିମ ଓଡିଶା ପ୍ରସିଦ୍ଧ ବୌଦ୍ଧ ପୀଠ ବରଗଡ ଜିଲ୍ଲା ଗନିଆଁପାଲି ଠାରେ ବୁଦ୍ଧ ଜୟନ୍ତି ମହୋତ୍ସବ ପାଳନ ହୋଇଛି । ବୌଦ୍ଧବିହା୍ରେ ଥିବା ମୁଚଳିନ୍ଦ ବୌଦ୍ଧ ଓ ଧର୍ମଚକ୍ର ପ୍ରର୍ବତକ ବୌଦ୍ଧ ଭଗବାନ ଙ୍କୁ ରୀତି ନିତି ଭାବେ ପୁର୍ଜା ଅର୍ଚ୍ଚନା କରାଯାଇଛି । ପ୍ରତେକ ବର୍ଷ ପରି ବୁଦ୍ଧ ପୁର୍ଣ୍ଣିମାରେ ଏହି ପ୍ରାଚିନ ବୌଦ୍ଧବିହା୍ରେ  ବୌଦ୍ଧ ଜୟନ୍ତି ପାଳନ କରିବା ସହ ଏଥିରେ ବହୁ ବୌଦ୍ଧ ଧର୍ମ ଅବଲମ୍ବି ବୌଦ୍ଧ ଭିକ୍ଷୁ ମାନେ ସାମିଲ ହୋଇଥିଲେ ।  ସଦ୍ଧ୍ୟାରେ ବୌଦ୍ଧ ବିହାର ପରିସର ଜ୍ଞାନମଣ୍ତପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

0
0
0
s2sdefault