ହେଡଲାଇନସ୍:

ଦୂତୀକେଶ୍ୱରଙ୍କ ପିଠରେ ସପ୍ତଶମ୍ଭୁ ମିଳନ ଓ ଶୈବ ଯଜ୍ଞ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଦୂତୀକରଶ୍ୱର ମହାଦେବଙ୍କ ବିଜେ ସ୍ଥଳୀରେ ଗତ ୫ଦିନ ଧରି ଅନୁଷ୍ଠିତ ୭୭ତମ ଶୈବ ଯଜ୍ଞ ଓ ସ୍ତପ୍ତଶମ୍ଭୁ ମିଳନ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜଗତ କଲ୍ୟାଣ ଉଦେଶ୍ୟରେ ଅନୁଷ୍ଠିତ  ଏହି ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଶମ୍ଭୁ ମାନଙ୍କୁ ଆଡମ୍ବର ସହକାରେ ବରଣ କରି ମିଳନ ମହୋସôବ ପାଳିତ ହୋଇଥିଲା । ଟ୍ରଷ୍ଟି ଗୋଦାବରିଶ ମିଶ୍ରଙ୍କ ନେତୃତ୍ୱରେ ଜାମୁପାଟଣା ମନ୍ଦିର ପରଚାଳନା ପରିଷଦ ଓ ୨୭ଖଣ୍ଡ ମୈାଜାବାସୀ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault