ହେଡଲାଇନସ୍:

 କିସାନ ସମାଜର ବାର୍ଷିକ ଯାତ୍ରା ମହୋତ୍ସବ l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଚାରଭାଟି ଠାରେ 550 କିସାନ ସମାଜର  ବାର୍ଷିକ ଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜଣାଶୁଣା ଗବେଷକ  ଲିଙ୍କନ କୁମାର କିଣ୍ଡେl, ରାଜନେତା ତଥ ସଂଗଠକ ବୃନ୍ଦାବନ ମାଝୀ, ଶୁଭାରାମ ପ୍ରଧାନ, ରାଜେନ୍ଦ୍ର  ଛତ୍ରିଆ, କରୁଣାକର କିଷାନ  ଯୋଗ ଦେଇଥିଲେ l ଏହା ଏକ ସାମାଜିକ ସାଂସ୍କୃତିକ  ପରମ୍ପରା, ଯାହାକି ଦୁଇଦିନ ଧରି ଚାଲିଥିଲା | କିଷାନ ଜାତି ସମାଜ ଆଗାମୀ ଦିନର କାର୍ଯ୍ୟକ୍ରମର  ରୂପେ ରେଖ କଣ ହେବ ସେ  ବିଷୟରେ ଆଲୋଚବା ଜରାଯାଇଥିଲା | ଲୋକମାନେ ଦୂର ଦୁରନ୍ତାରୁ ଆସି ତାଙ୍କର ପାରମ୍ପରିକ ନାଚ ସହିତ ଗୀତ ମଧ୍ୟ୍ୟ ପରିବେଷଣ କରିଥିଲେ l ଏହି ଅଞ୍ଚଳର ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

0
0
0
s2sdefault