୧୫ରୁ  " କମଳ ଦେଶ ରାଜକୁମାର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମଦିନ ଉପଲକ୍ଷେ ପ୍ରଫୁଲ୍ଲ କର ଫାଉଣ୍ଡେସନ ପକ୍ଷରୁ ସବୁ ବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ " କମଳ ଦେଶ ରାଜକୁମାର" | ଭୁବବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ଫେବୃଆରୀ ୧୫/୧୬  ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରର ଲବ୍ଧପ୍ରତିଷ୍ଠ କଳାକାରମାନେ ସଂଗୀତ ପରିବେଷଣ କରିବେ | ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଦାଶ ବେନହୁର ଅନୁରୋଧ କରିଛନ୍ତି | 

0
0
0
s2sdefault