- Hits: 1002
ବାରହା ମାଂସ ଓ ଦେଶୀ ବନ୍ଧୁକ ଜବତ ୨ଶିକାରୀ ଗିରଫ
ରେଢାଖୋଲ/ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନ ବିଭାଗ ଚଢାଉ କରି ୨କେଜି ବାରହା ମାଂସ ସହିତ ଏକ ଦେଶୀ ବନ୍ଧୁକ ଜବତ କରିଛି I ଏହି ଘଟଣାରେ ଦୁଇଜଣ ଶିକାରୀ ଙ୍କୁ ଗିରଫ କରିଛି ବନ ବିଭାଗ I ଗିରଫ ଶିକାରୀ ମାନେ ହେଲେ ବଡମାଳ...








