ହେଡଲାଇନସ୍:

କପା ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ୨୫  ହଜାର ଲୁଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାୟଗଡ଼ାରୁ ସରୋଜ କୁମାର ସାହୁ : ଆଜି ରାୟଗଡ଼ା ର ମାଝିଘରିଆଣି ମନ୍ଦିର ନିକଟ ରାସ୍ତା ରେ ଦୁଇଜଣ କପା ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ୫୦ ହଜାର ଲୁଟି ନେଇଥିବା ଜଣା ପଡ଼ିଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଦୁଇଜଣ କପା ବ୍ୟବସାୟୀ ଵି.  ଶେଷଗିରୀ ରାଓ ଓ ଵି. ରାମନାରାୟଣ ଗତକାଲି ଓ ଆଜି ସ୍ଥାନୀୟ ଏକ୍ସସିସ ବ୍ୟାଙ୍କ ରୁ ଟଙ୍କା ଉଠାଇ ଥିଲେ । ଆଜି ମୋଟର ସାଇକେଲ ରେ ଯାଉଥିବା ବେଳେ ଦୁଇ ଜଣ ଲୁଟେରା   ମୋଟର   ସାଇକେଲ ରେ ସେମାନଙ୍କ ପିଛା କରି ଧରିଥିବା ଟଙ୍କା ଵ୍ୟଗ୍ କୁ ଝାମ୍ପି ନେଇଥିଲେ । ଉକ୍ତ ଟଙ୍କା ସେମାନେ କପା ଦେଇଥିବା ଚାଷି ଦେଇଥାନ୍ତେ ବୋଲି ସେମାନେ ପ୍ରକାଶ କରିଥିଲେ ।ଥାନାରେ କେଶ ରୁଜୁ କରି ତଦନ୍ତ ଚାଲିଥିବା ରାୟଗଡ଼ା ଥାନା ଅଧିକାରୀ ପ୍ରକାଶ କରିଛନ୍ତି

0
0
0
s2sdefault