ହେଡଲାଇନସ୍:

ମେକ୍ ମାଇଁ ବିୟୁଟିର ନୂତନ ଆଉଟ୍ଲେଟ୍ ଉଦ୍ଘାଟିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ମେକ୍ ମାଇଁ ବିୟୁଟିର ନୂତନ ଆଉଟ୍ଲେଟ୍ ସୋରୂମ ସାମନ୍ତରାପୁର ଛକଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ୍ ଅଏଲର ଇଡି ପିସି ଚୌବେ, ସମ୍ମାନୀୟ ଅତିଥି ଭାବେ ଉମେଶ ଚନ୍ଦ୍ର ଜେନା ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏଠାରେ ଅତ୍ୟାଧୁନିକ ଉପାୟରେ ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ସେବା ଦେବା ଯୋଗାଇ ଦିଆଯିବ ବୋଲି ଏହାର ଉଦ୍ୟୋକ୍ତା ଅଶ୍ୱନୀ କୁମାର ଓ ମୋନିକା ପଟ୍ଟନାୟକ ସୂଚନା ଦେଇଛନ୍ତି ।  

 

 

 

0
0
0
s2sdefault