ହେଡଲାଇନସ୍:

User Rating: 5 / 5

Star ActiveStar ActiveStar ActiveStar ActiveStar Active

ପଦ୍ମପୁର/ନୀଳ ଦୀପ - ମଙ୍ଗଲବାର ଦିନ ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ପୋଲିସ ଛତିଶଗଡରୁ ·ଲାଣ ହେଉଥିବା ସମୟରେ ଗଂଜେଇ ଓ କଫ ସିରପ୍ ସହ ଜଣେ ଅପରାଧିକୁ ଗିରଫ କରିଛି  । ଛତିଶଗଡ ସରାଇପାଲିରୁ ଏକ ବୋଲେରୋ ଯୋଗେ ନିଶା ସାମଗ୍ରୀ ·ଲାଣ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

  ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ଚିଲଡ୍ରେନ୍ସ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଳପୋଷ ଗ୍ରାମର କାଳି ଚରଣ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ଯାଜପୁରରୋଡ୍ (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ରାଜ୍ୟରେ ଅଣହିନ୍ଦୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଥିବାରୁ ସେହି ଅନୁପାତରେ ଚୋରି, ରାହାଜାନୀ, ଡକାୟତି ମଧ୍ୟ ବଢ଼ିଚାଲିଛି । ମାତ୍ର ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅଣହିନ୍ଦୁମାନେ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ପଦ୍ମପୁର/ନୀଳ ଦୀପ - ରବିବାର ସକାଳ ୮ଟା ସମୟରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ମୋବାଇଲ ଉପ ନୀରିକ୍ଷକ  ଚନ୍ଦନ କୁମାର ମଣ୍ଡଳ ସଦଳବଳେ ଜଗଦଲପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଅଂଚଳରେ ଚଢାଉ କରି...

0
0
0
s2sdefault