ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ...
ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ...
ବିଜୁ ସେତୁ ଭୂମିପୂଜା ନେଇ ବଲାଙ୍ଗୀର ରାଜନୀତି ଗରମ ବଲାଙ୍ଗୀର (ନିରୋଜ ମିଶ୍ର) ପଶ୍ଚିମ ଓଡିଶା ତତଲା କଡେଇ ପରି ଫୁଟୁଥିବା ବେଳେ ଏଥିରେ ଅଧିକ ଉସ୍ମତା ଭାରି ଦେଇଛି ବିଜୁ ସେତୁ ରାଜନୀତି | ଗୁରୁବାର ଦିନ ଵିଧାୟକ ତଥା ବିରୋଧୀ ଦଳ...
ଯିଏ ଯାହା କହୁ ମୋର ଢେ଼ା , ଘନ ଘନ ବିଦୁ୍ୟତ୍ କାଟ ଚାଲି ଥାଉ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଯିଏ ଯାହା କହୁ ମୋର ଢେ଼ା, ବିଦୁ୍ୟତ୍ କାଟ ଚାଲିଥାଉ ନ୍ୟାୟରେ ଆଜି ପୂର୍ବାହ୍ନରୁ ଅପରାହ୍ନ ୪.୪୦ ମିନିଟ ପର୍ଯ୍ୟନ୍ତ...
ବାରିପଦା(ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳି ଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ...
ପଣ୍ଡାପଡ଼ାରେ କୁଡ଼ୁମୀ ସମ୍ପ୍ରଦାୟର ସମସ୍ୟା ନେଇ ବିଶାଳ ସମାବେଶ ଯଶୀପୁର : କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ...