- Hits: 486
ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାଦ ପଡ଼ିଲେ ଶତାଧିକ ଯୋଗ୍ୟ ଉଠାଦୋକାନୀ
ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ଭୂତାଣୁ କୋଭିଡ଼-୧୯କୁ ପ୍ରତିହତ କରାଇବା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ହୋଇଆସୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଉଠାଦୋକାନୀ ମାନଙ୍କ ନିମନ୍ତେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ...












