ଆଜି ବିଏମସି ଅଂଚଳରେ ହୋଇଛି କମ ସଂକ୍ରମଣ : ଲୋକାଲ କଣ୍ଟାକ୍ଟ ମାତ୍ର ୫ ଜଣ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିପୁର୍ଣ ଖବର | ଚିହ୍ନଟ ହୋଇଛନ୍ତି ମାତ୍ର ୨୧ ଜଣ | ସବୁଠୁ ବଡ ଖୁସି ହେଉଛି ଯେ ଆଜି କମ ହୋଇଛି ସ୍ଥାନୀୟ ସଂକ୍ରମଣ | କବାରେଣ୍ଟାଇନ ସେଣ୍ଟରରୁ ୧୬ ଜଣ ଚିହ୍ନଟ ଯୋଇଥିବା ବେଳେ ବାହାରୁ ଚିହ୍ନଟ ମାତ୍ର ୫ ଜଣ |  ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ କୋଭିଡ଼ ପଜିତିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ରେ ପହଁଚିଲା । ସେମାନଙ୍କ ମଧ୍ୟରୁ ୬୨୪  ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଉଛବତୀ ୬୨୫  ଜଣ । ଏହି ରୋଗରେ ବିଏମସି ଅଂଚଳରୁ ୧୧ ଜଣ ପ୍ରାଣ ହରାଇଛନ୍ତି | 

 

0
0
0
s2sdefault