- Hits: 454
ନିର୍ଯ୍ୟାତିତ,ନିରାଶ୍ରୟଙ୍କୁ ଅଧିକାର ଦେବା ଉଦେଶ୍ୟରେ ପ୍ରଣିତ ସିଏଏକୁ ବିରୋଧ ଅରାଷ୍ଟ୍ରୀୟତା ଅଟେ - ଶାନ୍ତନୁ
ସୁନ୍ଦରଗଡ଼/Horachand Dehuria: - ଭାରତ ସରକାରଙ୍କ ପକ୍ଷରୁ ପ୍ରଣୀତ ନାଗରିକ ସଂଶୋଧନ ଆଇନ(ସିଏଏ) କୁ ନେଇ ସାରା ଦେଶରେ ବିରୋଧ ଆଳରେ ହିଂସା ଚାଲିଥିବା ବେଳେ ଏ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ...