- Hits: 731
ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମାରେ ମା ସମଲେଶ୍ୱରୀ ପୂଜା — ଭକ୍ତି ଓ ଏକତାର ଅବିସ୍ମରଣୀୟ ମିଳନ ମହୋତ୍ସବ
ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମା ଅବସରରେ ମା ସମଲେଶ୍ୱରୀ ଠାକୁରାଣୀଙ୍କ ପବିତ୍ର ପୂଜା ଭକ୍ତିଭାବରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପୁରାତନ ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ...











