- Hits: 523
ଆଦିବାସୀ ମାନଙ୍କ ବିଭିନ୍ନ ଦାଵୀକୁ ନେଇ ସମ୍ମିଳିତ ଆଦିବାସୀ ସମାଜ ଓ ଗୋଣ୍ଡୱାନା ସମାଜଦ୍ବାରା ସ୍ମାରକପତ୍ର ପ୍ରଦାନ
ଝାରସୁଗୁଡ଼ା :(ସୁଭାଷ ସହାରେ) ; ଗତକାଲି ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ ଓ ସମ୍ମିଳିତ ଆଦିବାସୀ ସମାଜ ମିଳିତ ଭାବରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ। ରାଜ୍ୟର ୨୦ଟି ଜିଲ୍ଲାରୁ ବହୁ ତୁଙ୍ଗ ଆଦିବାସୀ...