- Hits: 1102
ଥଣ୍ଡାପାଣି ଗାଏବ,ସରକାରୀ ସେବା ଥାଇ ନଥିଲା ଭଳି
ପଦ୍ମପୁର- ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ମୁଖ୍ୟ ଛକ ତଥା ଜନଗହଳି ଜାଗାରେ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ମୁଖ୍ୟ ଛକରେ ଜମଲା ପଞ୍ଚାୟତ କାର୍ଯ୍ୟାଳୟ...