ହେଡଲାଇନସ୍:

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଝୁଲନ୍ତା ଶବ ଉଦ୍ଧାର  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶିମଲା: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ରାଜ୍ୟପାଳ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ତାଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି | ପ୍ରାଥମିକ ତଦନ୍ତରୁ ତାହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । ସେ ସିମଲାର ବ୍ରୋକହର୍ସ ସ୍ଥିତ ନିଜ ଘରେ ଫାଶୀ ଦେଇଥିବା ଜଣାପଡିଛି | 

ସିବିଆଇର ନିର୍ଦ୍ଦେଶକ  ହେବ ପୂର୍ବରୁ ଅଶ୍ୱିନୀ କୁମାର ହିମାଚଳ ପ୍ରଦେଶ ଡିଜିପି ଥିଲେ। କେବଳ ଏତିକି ନୁହେଁ, ପରେ ସେ ନାଗାଲାଣ୍ଡର ରାଜ୍ୟପାଳ ପଦର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ କିଛି ସମୟ ପାଇଁ ମଣିପୁରର ରାଜ୍ୟପାଳ ମଧ୍ୟ ଥିଲେ।

0
0
0
s2sdefault