- Hits: 319
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ: ୩୩ କୋଟିରୁ ଅଧିକ ଗରିବ ଲୋକ ପାଇଲେଣି ୩୧,୨୩୫ କୋଟି ଟଙ୍କାର ଆର୍ଥିକ ସହାୟତା
• 20.05 କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ 10,025 କୋଟି ଟଙ୍କା ବଣ୍ଟାଯାଇଛି • 2.82 କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି 1405 କୋଟି ଟଙ୍କା • ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ 8 କୋଟି...