- Hits: 570
ସାଉଦି ଆରବରୁ ମରଶରୀର ଓ ଦୁବାଇରୁ ନିଖୋଜ ଓଡିଆ ଯୁବକଙ୍କୁ ଫେରାଇ ଆଣିବା ପାଈଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ
ଭୁବନେଶ୍ବର(ଶାସକ ପ୍ରଶାସକ) - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଓ ଦୁବାଇରେ ନିଖୋଜ ହେଇଥିବା ଅଜିତ ବିଶ୍ବାଳଙ୍କୁ ସ୍ବଦେଶ...












