ପୌରପରିଷଦର ଚେଇଁଛି କି ଶୋଇଛି କେଜାଣି ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ ପ୍ରତ୍ୟେକ ଦିନ ଦିନତମାମ ଜଳୁଛି ଷ୍ଟୀ୍ରଟ ଲାଇଟ । ବିଦୁ୍ୟତ୍ ଶକ୍ତିର ଖୋଲମଖୋଲା ଅପଚୟ କରାଯାଉଥିବା ବେଳେ ଏହାର କାରଣ ଓ ନିରାକରଣ ଦିଗରେ...
ପୌରପରିଷଦର ଚେଇଁଛି କି ଶୋଇଛି କେଜାଣି ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରେ ପ୍ରତ୍ୟେକ ଦିନ ଦିନତମାମ ଜଳୁଛି ଷ୍ଟୀ୍ରଟ ଲାଇଟ । ବିଦୁ୍ୟତ୍ ଶକ୍ତିର ଖୋଲମଖୋଲା ଅପଚୟ କରାଯାଉଥିବା ବେଳେ ଏହାର କାରଣ ଓ ନିରାକରଣ ଦିଗରେ...
ଭଦ୍ରକ(ସତ୍ୟଭୂଷଣ ସ୍ବାମୀ): ଓଡିଆ ଝିଅ ଇପ୍ସିତା ପ୍ରିୟଦର୍ଶନୀ ‘ମିସେସ ଫେମିନା ପର୍ସନାଲିଟି’ ୨୦୨୧ ଟାଇଟେଲ ବିଜେତା ହେବାର ସମ୍ମାନ ଅର୍ଜ୍ଜନ କରିଛନ୍ତି । ପ୍ରତିଯୋଗୀତାରେ ଶିର୍ଷ ଚାରି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଫାଇନାଲ ରାଉଣ୍ଡରେ...
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ବୁଗୁଡା ବ୍ଳକରେ ଏପ୍ରିଲ ୧ ଓ ୨ ତାରିଖ ଦୁଇଦିନରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଓ ଦ୍ଵିତୀୟ ଟିକା ମିଶି ମୋଟରେ ୨୮୧୫ ଜଣଙ୍କୁ କୋଭିଡ଼ି ଟିକା ଦିଆଯାଇଛି। କୋଭିଡ଼ି ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ...
ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ କଟକ– ଆଜିକୁ ଠିକ୍ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରିବ ଏବଂ ୨୬ ବର୍ଷ ପରେ ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ...
ବରଗଡ :- ଆଜି ବରଗଡ ଜିଲା ସୋହେଲା ବ୍ଲକ ଘେଁସଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ମେଲନ ମେସନ-୨୦୨୧ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ। । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର...