- Hits: 385
ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅସଙ୍ଗତି : ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଜିଲ୍ଲା ବନ୍ଦ ଡାକରା
ନୂଆପଡ଼ାରୁ ଯଶୋବନ୍ତ କୁମାର: ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଛୁଆବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଅନିୟମିତତା ଅଭିଯୋଗ କରି ତାହାର ପ୍ରତିବାଦରେ ନୂଆପଡା ଜିଲ୍ଲା ଓବିସି ମୌର୍ଚ୍ଚା ପକ୍ଷରୁ ଆସନ୍ତା ୧୮.୧୦.୨୦୨୧ ଦିନ ବନ୍ଦ ଡାକରା...