- Hits: 274
ମିନିମାଲ୍ ଇନ୍ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବଡ଼ ସ୍କଲ ବେସ୍ ଟ୍ୟୁମରକୁ ବାହାର କଲେ ସମ୍ମମ୍ ସର୍ଜନ
ଭୁବନେଶ୍ୱର, ଅଗଷ୍ଟ ୭ : ମିନିମାଲ୍ ଇନ୍ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କି୍ରକେଟ ବଲ୍ ଆକାରର ସ୍କଲ୍ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଗତ ୬...









