କେଉଁଝର - ପବିତ୍ର ରଜ ପର୍ବ ଅବସରରେ ଓଡ଼ିଶା ମିଲେଟ ମିଶନ ଜୁନ ୧୫ ଓ ୧୬ ତାରିଖରେ କେଉଁଝର ଗାନ୍ଧି ଛକ ନିକଟରେ ଅବସ୍ଥିତ ସ୍ମାର୍ଟ ବଜାରରେ ସ୍ଥାନୀୟ ଲୋକଙ୍କ ପାଇଁ ଆୟୋଜନ କରିଛି ଏକ ମନ ମତାଣିଆ କାର୍ଯ୍ୟକ୍ରମ । ଓଡ଼ÿିଶାରେ ପାଳିତ ହେଉଥିବା...

ଭୁବନେଶ୍ବର (ଚକ୍ରଧର ମାଝି) : ରଜ ପର୍ବ ପାଇଁ ଗୋପବନ୍ଧୁ କ୍ରିକେଟ କ୍ଲବ ପକ୍ଷରୁ ପ୍ରଥମ ରଜ କପ୍ - ୨୦୨୩ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ରଜ କୁଆଁରୀଙ୍କ କ୍ଷେତ୍ରରେ ପାଳନ ହେଉଥିବାବେଳେ...
ଭୁବନେଶ୍ୱର : ପୂର୍ବରୁ ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ିକୁ ପୁନର୍ଗଠିତ କରିଛନ୍ତି | ଦଳର ସଭାପତିଙ୍କ ଅନୁମୋଦନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳରେ ନୂତନ...
ଭୁବନେଶ୍ୱର : ପହିଲି ରଜ ଦିନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ପିପିଏଲ କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର | ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ମହାମହିମ...
ରାଇଘର/ନରସିଂ ବାଘ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓଡ଼ିଶାର ସୀମାନ୍ତ ଗାଁରେ ଆଜି ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେବଡ଼ଧରଣର ଚଢ଼ଉ ହୋଇଛି। ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତର କଲମଡଙ୍ଗରି ଗାଁରୁ ଗୋଟିଏ...