ଜୁନାଗଡ଼/ ଆଦିତ୍ୟ ମହାନ୍ତି : ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠିଙ୍କ ଆଜି ଅଚାନକ କରିଥିଲେ ଦିନିକିଆ କଳାହାଣ୍ଡି ଗସ୍ତ । ଭବାନୀପାଟଣା ଠାରେ ପହଂଚି 5-ଟି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଭବାନୀପାଟଣା ଆହାର କେନ୍ଦ୍ରରେ ଆହାର ଖାଇଥିଲେ | ଏହା ସହିତ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ | ବିଭିନ୍ନ ସମସ୍ୟା ରୋଗୀ ମନକୁ ପଚାରି ବୁଝିଥିଲେ । କଳାହାଣ୍ଡି ଜିଲ୍ଲାପାଳ ଗଭାଳି ହର୍ଷଦ ପରାସର, ଏସପି ବତୁଲା ଗଙ୍ଗାଧର ମଧ୍ୟ ଆହାର କେନ୍ଦ୍ରରେ ଖାଇ ବା ସହ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ |
ରାଜ୍ୟ
ଆହାର ଖାଇ ୫-ଟି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
- Hits: 556