ହେଡଲାଇନସ୍:

ପଦ୍ମପୁରରେ ଚାଷୀ ସମାବେଶ : ପୁଣି ଗରଜିଲେ ଚାଷୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର : ପୁଣି ଗରଜିଲେ ଚାଷୀ ସରକାରଙ୍କ ଅବିଚାର ଓ ଅବହେଳା ବିରୋଧରେ | ପଦ୍ମପୁର ଉପଖଣ୍ଡ ସଦରମହକୁମା ଗୋରୁବଜାର ପ୍ରାଙ୍ଗଣରେ ପଶ୍ଚିମ ଓଡିଶା କୃଷକ ସଂଗଠନ, ବୋଡାସମ୍ବର କୃଷକ ସଙ୍ଗଠନ ଏବଂ ଜୟ କିଶାନ କୃଷକ ସଙ୍ଗଠନ ର ମିଳିତ ପ୍ରୟାସରେ ଏକ ଚାଷୀ ସମାବେଶ  ଅନୁଷ୍ଠିତ  ହୋଇଯାଇଅଛି  । ଏହି ସମାବେଶରେ ବରଗଡ ଜିଲ୍ଲାର ବହୁ ଅଂଚଳରୁ ଚାଷୀ ଏବଂ ଚାଷୀ ସଂଗଠନ ସହ ପ୍ରାୟ ଦଶଟି ଜିଲ୍ଲାର ଚାଷି ପ୍ରତିନିଧିମାନେ ଯୋଗ ଦେଇଥିଲେ । ସଭାସ୍ଥଳରୁ ଏକ ବିଶାଳ ର୍ୟାଲି ରେ ଟୋକନକୁ ବିରୋଧ, ଇନିପୁଟ ସବସିଡି ଶିଘ୍ର ପ୍ରଦାନ,ଏସିଏଫ ବିମା ରାଶି ପ୍ରଦାନ ଆଦି ଦାବିର ପ୍ଲାକାର୍ଡ ଧରି ନଗର ପରିକ୍ରମା କରି ପୁନଃ ସଭା ସ୍ଥଳକୁ ଆସି ସମାବେଶ ରେ ଆସି ଥିବା ଚାଷୀମାନଙ୍କୁ ଏସିଆର ଗୋଲ୍ଡମେନ ପୁରଷ୍କାର ପ୍ରାପ୍ତ ପ୍ରଫୁଲ୍ଲ ମଲ୍ଲିକ ଉଦବୋଧନ ଦେଇଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ସାହୁ,  ରମେଶ ମହାପାତ୍ରଙ୍କ ସମେତ ବହୁ ଚାଷୀ ନେତା ଓ ଚାଷୀ ଭାଗ ନେଇଥିଲେ |

 

0
0
0
s2sdefault