ହେଡଲାଇନସ୍:

ଝାରବନ୍ଧ ସମିତି ଉପନିର୍ବାଚନ:ବିଜେଡି ସମର୍ଥିତ ପ୍ରାର୍ଥୀଙ୍କର ବିଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ପଞ୍ଚାୟତ ର ସମିତି ସଭ୍ୟ ପାଇଁ ଗତକାଲି ଭୋଟ ଗ୍ରହଣ ହେଇଥିଲା । ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେଇଥିଲା । ବିଜୁ ଜନତା ଦଳର ସମ୍ମର୍ଥୀତ ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ଶେଖର ପଟେଲ ଏହି ନିର୍ବାଚନରେ ନିଜର ନିକଟତମ ବିଜେପି ସମ୍ମର୍ଥୀତ ପ୍ରାର୍ଥୀ ଭୁବନେଶ୍ୱର ପାଣ୍ଡେଙ୍କର ଠାରୁ 900 ରୁ ଉର୍ଧ୍ବ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।  ନିଜର ପଂଚାୟତ ତଥା ଅଂଚଳର ବିକାଶ ପାଇଁ କଠୋର ପରିଶ୍ରମ କରିବି ବୋଲି କହିଛନ୍ତି ଶ୍ରୀ ପଟେଲ । ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ,ବିଜୁ ଜନତା ଦଳର ଅନେକ ନେତା ଶ୍ରୀ ପଟେଲ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault