ହେଡଲାଇନସ୍:

ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(Manoj Bhoi) :  ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ସମ୍ବିଧାନ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଉଛି | ଏହି ସଭାରେ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରି ମିଶ୍ର ସଭାପତିତ୍ୱ କରି  ବକ୍ତବ୍ୟ ପ୍ରଦାନ କରିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ  ମୀନକେତନ ବିଶ୍ୱାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ସଭାରେ ସଂସ୍କୃୃତ ଅଧ୍ୟାପକ ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର ସମସ୍ତଙ୍କୁ ସମ୍ବିଧାନର ପ୍ରସ୍ତାବନା  (Preamble )  ପାଠ କରାଇଥିଲେ ।   ଏହି ସଭାରେ  ଅଧ୍ୟାପକ ଡ.ପ୍ରଦୀପ କୁମାର ପ୍ରଧାନ , ଅଧ୍ୟାପକ ଡ. ସରୋଜ କୁମାର ଦାସ, ଅଧ୍ୟାପକ  ଭୂପତି କାଲୋ, ସୁନୀଲ କୁମାର ଜୈନ , ସୁବାସ ଚନ୍ଦ୍ର ପ୍ରଧାନ , ହୃଷୀକେଶ ସାହୁ , ରଘୁମଣି ମହାନନ୍ଦ , ଶ୍ରୀମତୀ ସବିତା ସେଠ , ସଂଯୁକ୍ତା କାଣ୍ଡ ଓ  ତ୍ରୀନାଥ କାଣ୍ଡ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ପ୍ରସ୍ତାବନା (Preamble ) ପାଠ କରିଥିଲେ ।   

 

0
0
0
s2sdefault