ହେଡଲାଇନସ୍:

ବାଲିଯାତ୍ରାରେ ଷ୍ଟେଜ ଦୁଲୁକେଇଲେ ଜିଲ୍ଲାପାଳ : ଗାଇଲେ, ଆଇ ତାଳେ ତାଳେ ଝୁମିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର : ପାରାଦୀପରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରାର ସପ୍ତମ ସନ୍ଧ୍ୟା ଥିଲା ନିଆରା | ଆଗରୁ ପାରାଦୀପ ବସି ସେମାନଙ୍କ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କୁ ଷ୍ଟେଜରେ ଗାଇବା ଦେଖିଥିଲେ| ହେଲେ ସେଦିନ ସଂଧ୍ୟାରେ ଦେଖିଲା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଗାଇବା ଆଉ ନାଚିବା | ସମସ୍ତଙ୍କ ଅନୁରୋଧ କ୍ରମେ ମଞ୍ଚରେ ଚଢ଼ିଥିଲେ ଜିଲ୍ଲାପାଳ ଶ୍ରୀ ମହାପାତ୍ର | ଆଉ ମାଇଁଙ୍କ ଧରି ଆରମ୍ଭ କରିଥିଲେ "ଡର" ସିନେମାରେ ଶାହରୁଖ ଖାଁ ଓ ଜୁହି ଚାୱଲାଙ୍କ ଉପରେ ପିକଚରାଇଜ ହୋଇଥିବା ଗୀତ "ଯାଦୁ ତେରୀ ନଜର, ଖୁସବୁ ତେରା ବଦନ" | ସୁନ୍ଦର ଭାବେ ଆରମ୍ଭ କରି ତାଳ ଲୟରେ ଗୀତଟିକୁ ସାରିବା ଭିତରେ ମଂଚ ଚାରିପାଖ କରତାଳି ଫାଟିପଡିଲା |ଆଉ ଗାଇବା ଭିତରେ ଅଂଟା ହଲେଇ ସାରୁଖ ଖାଁ ଷ୍ଟାଇଲରେ " ତୁ ହେ ମେରୀ କିରନ" କରୁଥିବା ଦେଖିବାକୁ ମିଳିଥିଲା | ଲାଗୁନଥିଲା ଜଣେ ଜିଲ୍ଲାପାଲ ଭଳି ନୁହେଁ ପୁରା ଜଣେ ପ୍ରଫେସନାଲ ସିଙ୍ଗର ଭଳି ଗାଉଥିଲେ |

(for the song of collector click on the bellow link .)

https://www.facebook.com/100003829769120/posts/1658744334263209/

 

0
0
0
s2sdefault