ହେଡଲାଇନସ୍:

ଟ୍ରେନରେ  କଟି ବାଳିକା ମ୍ରୁତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ (ଶାସକ ପ୍ରଶାସକ ):ରେଢାଖୋଲ ଥାନା ଲୁହାପଙ୍କ ଟ୍ରେନଲାଇନରୁ ଜଣେ ନାବାଳିକାର ମ୍ରୁତ ଦେହ ଉଦ୍ଧାର ହୋଇଛି I ନାବାଳିକା ଜଣକ ହେଲେ ଲୁହାପଙ୍କ ପଞ୍ଚାୟତର ବୁଢିପାଣି ଗ୍ରାମର ଜନେତ୍ ଦେହୁରୀଙ୍କ ଝୀଅ ପଦ୍ମିନୀ ଦେହୁରୀ(୧୭) I ପଦ୍ମିନୀ ର ମ୍ରୁତ ଦେହ କୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ଜଣାପଡିଛି I ଟ୍ରେନ୍ ଲାଇନ୍ ରେ ଶବ ପଡିଥିବା ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଶବ କୁ ପାଇ ନ ଥିଲେ I ପୁଲିସ ସୂଚନା ଅନୁଯାୟୀ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଶବକୁ ପାଇ ନଥିଲେ I ପ୍ରକାଶ ଥାଉକି ନାବାଳିକା ର ଶବ ଟ୍ରେନ୍ ଲାଇନ ରେ ପଡିଥିବା ଖବର ପାଇ ପରିବାର ଓ ଗ୍ରାମ ବାସୀ ମାନେ ଶବକୁ ର କାରଣ ଏପଯ୍ୟନ୍ତ କିଛି ଜଣାପଡି ନାହିଁ I ଘରୋଇ କଳିକୁ ନେଇ ପଦ୍ମିନୀ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସାଧାରଣରେ ସନ୍ଦେହ କରାଯାଉଛି I

0
0
0
s2sdefault