ହେଡଲାଇନସ୍:

ଗାଁରେ ଆରମ୍ଭ ହେବ ସହରୀ ଢାଞ୍ଚା : ଏକାଧିକ ମହଲା ଘର ନିର୍ମାଣ ପାଇଁ ଅନୁମତି ଜରୁରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଆଗରୁ ସହରରେ ଘର କରିବା ପାଇଁ ଅନୁମତି ନେବାକୁ ପଡୁଥିଲା | ହେଲେ ଏଣିକି ଗାଁରେ ଘର କରିବାକୁ ହେଲେ ନେବାକୁ ପଡିବ ସରକାରଙ୍କ ଅନୁମତି | ଅବଶ୍ୟ ଏହି ନିୟମ ଲାଗୁ କରିଛନ୍ତି ସରକାର କେବଳ ଦୁଇ ବା ତତୋଧିକ ମହଲା ବିଶିଷ୍ଟ ଘର ନିର୍ମାଣ ପାଇଁ | ଦୁଇ ବା ତାଠାରୁ ଅଧିକ ଉଚା ଘର ନିର୍ମାଣ କଲେ ପଂଚାୟତ ସମିତି ବା ବ୍ଲକରୁ ନେବାକୁ ପଡିବ ଅନୁମତି | କେବଳ ସେତିକି ନୁହେ, ପ୍ଲାନ ଅନୁସାରେ ଘର ନିର୍ମାଣ କରିବାକୁ ପଡିବ | ଅନୁମୋଦିତ ପ୍ଳାନକୁ ଉଲ୍ଲଂଘନ କରି ଘର କଲେ ଦେବାକୁ ପଡିବ ଜୋରିମାନା !  ଏ ବିଷୟରେ ସୁଚନା ଦେଇଛନ୍ତି ପଞ୍ଚାୟତିରାଜ ତଥା ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା | 

0
0
0
s2sdefault