ହେଡଲାଇନସ୍:

ରକ୍ତ ଦାନ କ୍ଷେତ୍ରରେ ବଲାଙ୍ଗୀର ର ଯୁବକ ଭୋପାଲରେ ପାଇଲେ ଗ୍ଲୋବାଲ ଆଚିଭର୍ସ ସମ୍ମାନ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ନେଶନାଲ ଆଣ୍ଟି ହେରେସମେଣ୍ଟ ଫାଉଣ୍ଡେସନ ଓ ଏକ ଶାଖା ୱେଲଫେଆର ସୋସାଇଟୀ ପକ୍ଷରୁ ଏହି ବର୍ଷ ଗ୍ଲୋବାଲ ଆଚିଭର ଆୱାର୍ଡ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ବିଭିନ୍ନ କ୍ଷେତ୍ରରେ କାମକରୁଥିବା  ସମାଜ ସେବୀ ମାନଙ୍କୁ ପୁରସ୍କୃତ  କରାଯାଇଥିଲା। ସେଥିମଧ୍ୟରେ ବଲାଙ୍ଗୀର ର ଯୁବକ  ଜୟଦେବ ଜାଲ ଏହି ବର୍ଷ ଗ୍ଲୋବାଲ ଆଚିଭର ଆୱାର୍ଡ ରେ ସମ୍ମାନିତ ହୋଇ ଛନ୍ତି ।  ସେ ଥାଲାସେମିଆ ରୋଗୀ ଓ ସିକଲିନ ରୋଗ ରେ ପୀଡିତ ରୋଗୀଙ୍କୁ ସାହାଯ୍ୟ କରିବ ସଙ୍ଗେ ଗାଁ ଗାଁ ବୁଲି ଲୋକଙ୍କୁ ରକ୍ତ ଦାନ କରିବା ପାଇଁ ସଚେତନ କରିଥାନ୍ତି। ଶ୍ରୀ ଜାଲ ଓଡିଶା  ରକ୍ତଦାତା ମହାସଂଘ ର ବଲାଙ୍ଗୀର ଜିଲ୍ଲା ସଭାପତି ମଧ୍ୟ ଅଛନ୍ତି।

0
0
0
s2sdefault