ହେଡଲାଇନସ୍:

 ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଭୁବନେଶ୍ୱର) – ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି । ପ୍ରଭୁ ଶ୍ରୀରାମ ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ, ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ । ତେଣୁ ଆମ୍ଭେ ସମସ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ସମ୍ମାନ ଦେବା ସହ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ରାଜ୍ୟବାସୀଙ୍କୁ ବିନମ୍ର ଅନୁରୋଧ କରୁଅଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି |

0
0
0
s2sdefault