ହେଡଲାଇନସ୍:

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ 2019-20 ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଆନୁକୂଲ୍ୟରେ ରେ ଆଜି ଫୁଟବଳ ଟୁର୍ନାମେଣ୍ଟ ଆରମ୍ବ ହୋଇଛି !ଏହି ଫୁଟବଳ ଟୁର୍ନାମେଣ୍ଟ ରେ ନବରଙ୍ଗପୁର, ବୋଡାସମ୍ଭର, ନୂଆପଡା, ସୋନପୁର, ପାଟଣାଗଡ, କଳାହାଣ୍ଡି, ରାଇପୁର, ଓ ବଲାଙ୍ଗୀର ଦଳ ର ଖେଳାଳି ଭାଗ ନେଇଛନ୍ତି !ଆଜି ନୀଳଜି ଗାଁ ର ଗଡ଼ରାମାଲ ପତିରାମ ସହ ଖେଳପଡିଆ ରେ ଅନୁଷ୍ଠିତ ହେଇଛି !ହଜାର ହଜାର ସଂକ୍ଷା ରେ ଦର୍ଷକ ଆସି ଏହି ଫୁଟବଳି ଟୁର୍ନାମେଣ୍ଟ ଦେଖିଥିଲେ !ଏହି ଟୁର୍ନାମେଣ୍ଟ କୁ ମୁଖ୍ୟ ଅତିଥି ଭାବେ m. L. A ପ୍ରକାଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ !ଓ ସମ୍ମାନିତ ଅତିଥି ସରପଞ୍ଚ ବେଳମତି ମାଝୀ, !ଏହି ଟୁର୍ନାମେଣ୍ଟ ର ସଭାପତି ପ୍ରଦୀପ ଓ ଅତିଥି ଭାବେ ଲିଙ୍ଗରାଜ ଘିବେଳା ଉପସ୍ଥିତ ଥିଲେ !ଆଜି ପ୍ରଥମ ପର୍ଯ୍ୟାୟ ରେ ପଦ୍ମପୁର ଓ ନବରଙ୍ଗପୁର ସହିତ ଖେଳ ଆରମ୍ବ ହେଇଥିଲା !ଶେଷ ରେ ପଦ୍ମପୁର କୁ 2 ଗୋଲ ରେ ନବରଙ୍ଗପୁର ହରାଇ ବିଜୟୀ ଲାଭ କରିଥିଲା !

0
0
0
s2sdefault